ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନିର୍ବାଚନରେ ବିଜୟ ପାଇଁ ଦ ଅଙ୍ଗ ସାନ ସୁ କୀ ଏବଂ ଏନଏଲଡିକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପୋଷ୍ଟ କରାଯିବା ଦିନାଙ୍କ: 12 NOV 2020 10:38PM by PIB Bhubaneswar

ମିଆଁମାରରେ ନିର୍ବାଚନରେ ବିଜୟୀ ହୋଇଥିବାରୁ ଅଙ୍ଗ ସାନ ସୁ କୀ ଏବଂ ଏନଏଲଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ନିର୍ବାଚନରେ ବିଜୟ ପାଇଁ ଅଙ୍ଗ ସାନ ସୁକୀ ଏନଏଲଡିକୁ ଅଭିନନ୍ଦନ ସଫଳତାର ସହ ନିର୍ବାଚନ ଶେଷ ହେବା ମିଆଁମାରରେ ଗଣତାନ୍ତ୍ରିକ ପ୍ରକ୍ରିୟାର ଆଉ ଏକ ସଫଳ ପର୍ଯ୍ୟାୟ ଆମର ପାରମ୍ପରିକ ବନ୍ଧୁତ୍ୱର ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ମୁଁ ଆଶା କରୁଛି

 

**********

 


(ରିଲିଜ ଆଡି: 1672713) ପରିଦର୍ଶକ କାଉଣ୍ଟର : 192