ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
11 NOV 2020 7:17PM by PIB Bhubaneswar
ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
"ବାହାରିନ ପ୍ରଧାନମନ୍ତ୍ରୀ ମହାମହିମ ପ୍ରିନ୍ସ ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ବିୟୋଗରେ ମୁଁ ହୃଦୟରୁ ସମବେଦନା ଜଣାଉଛି । ଏହି ଦୁଃଖଦ ମୁହୂର୍ତ୍ତରେ ଆମର ସମବେଦନା ଏବଂ ପ୍ରାର୍ଥନା ମହାମହିମ ବାହାରିନ ଯୁବରାଜ, ରାଜ ପରିବାର ଏବଂ ବାହାରିନର ଲୋକଙ୍କ ପ୍ରତି ରହିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(रिलीज़ आईडी: 1672094)
आगंतुक पटल : 170
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam