ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଓଆରଓପିର ପଞ୍ଚମବର୍ଷ ପୂରଣ ଅବସରରେ ବୀର ସୈନିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିବାଦନ

Posted On: 07 NOV 2020 6:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଆରଓପିର 5ମ ବର୍ଷ ପୂରଣ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ଦେଶର ବୀର ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି

ଆଜିକୁ 5ବର୍ଷ ପୂର୍ବେ ସାହାସିକତାର ସହ ଦେଶସେବା କରିଥିବା ବୀର ସୈନିକମାନଙ୍କ କଲ୍ୟାଣ ନିମନ୍ତେ ସରକାର ଏକ ଐତିହାସିକ ପଦକ୍ଷେପ ନେଇଥିଲେ ୱାନ ରାଙ୍କ ୱାନ ପେନସନ (ଓଆରଓପି) 5 ବର୍ଷରେ ପଦାର୍ପଣ କରିବା ଏକ ସ୍ମରଣୀୟ ମୁହୂର୍ତ୍ତ ଦେଶ ଓଆରଓପି ନିମନ୍ତେ ଯୁଗ ଯୁଗ ଧରି ଅପେକ୍ଷା କରିଥିଲା ମୁଁ  ଦେଶ ପାଇଁ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ବୀର ସୈନିକଙ୍କୁ ପ୍ରଣାମ ଜଣାଉଛି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

Today, five years ago, India took a historic step towards ensuring the well-being of our great soldiers, who courageously protect our nation. #5YearsOfOROP is a momentous occasion. India waited for OROP for decades.

I salute our veterans for their remarkable service! pic.twitter.com/VmZUsJCAJP

— Narendra Modi (@narendramodi) November 7, 2020


(Release ID: 1671087) Visitor Counter : 165