ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟ ଗଠନ ଦିବସରେ ଆନ୍ଧ୍ର ପ୍ରଦେଶ ଅଧିବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 NOV 2020 10:06AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଗଠନ ଦିବସରେ ଆନ୍ଧ୍ର ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“କଠିନ ପରିଶ୍ରମ ଏବଂ କରୁଣାର ରାଜ୍ୟ ହେଉଛି ଆନ୍ଧ୍ର ପ୍ରଦେଶରାଜ୍ୟବାସୀ ଅନେକ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି ରାଜ୍ୟ ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଏବଂ ସେମାନଙ୍କ ଆକାଂକ୍ଷିତ ବିକାଶ ପାଇଁ ମଧ୍ୟ ମୋର ଶୁଭକାମନା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

**********


(ରିଲିଜ ଆଡି: 1669362) ପରିଦର୍ଶକ କାଉଣ୍ଟର : 216