ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲୋକସଭା ସାଂସଦ ବଲ୍ଲି ଦୁର୍ଗା ପ୍ରସାଦ ରାଓ ଗାରୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 16 SEP 2020 8:35PM by PIB Bhubaneshwar

ଲୋକସଭା ସାଂସଦ ବଲ୍ଲି ଦୁର୍ଗା ପ୍ରସାଦ ରାଓ ଗାରୁଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ଲୋକସଭା ସାଂସଦ ବଲ୍ଲି ଦୁର୍ଗା ପ୍ରସାଦ ରାଓ ଗାରୁଙ୍କ ଦେହାନ୍ତରେ ମର୍ମାହତ । ସେ ଜଣେ ଅଭିଜ୍ଞ ନେତା ଥିଲେ। ସେ ଆନ୍ଧ୍ରପ୍ରଦେଶର ଅଗ୍ରଗତି ଦିଗରେ ପ୍ରଭାବଶାଳୀ ଅବଦାନ ରଖିଥିଲେ। ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ବର୍ଗ ଏବଂ ଶୁଭେଚ୍ଛୁମାନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।



(Release ID: 1656608) Visitor Counter : 88