ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

प्रविष्टि तिथि: 08 SEP 2020 2:31PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଏକ ଟ୍ଵିଟ ଯୋଗେ ସେ କହିଛନ୍ତି ଯେ, “ଜୟ ପ୍ରକାଶ ରେଡ୍ଡୀ ନିଜର ନିଖୁଣ ଅଭିନୟ ଯୋଗୁଁ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ତାଙ୍କର ଦୀର୍ଘଦିନର ଅଭିନୟ ଜୀବନରେ ସେ ଅନେକ ସ୍ମରଣୀୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ତାଙ୍କ ବିୟୋଗରେ ଅଭିନୟ ଜଗତର ଅପୂରଣୀୟ କ୍ଷତି ଘଟିଛି ମୁଁ ତାଙ୍କ ପରିବାର ଓ ପ୍ରିୟଜନମାନଙ୍କୁ ସମବେଦନା ଜଣାଉଛି”

 

**********


(रिलीज़ आईडी: 1652393) आगंतुक पटल : 128
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam