ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତେଲୁଗୁ ଭାଷା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 29 AUG 2020 6:54PM by PIB Bhubaneswar

ତେଲୁଗୁ ଭାଷା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ତେଲୁଗୁ ଭାଷା ଦିବସରେ ଶୁଭେଚ୍ଛା । ତେଲୁଗୁ ଭାଷାକୁ ଲୋକପ୍ରିୟ କରୁଥିବା ବ୍ୟକ୍ତି ବିଶେଷ ବିଶେଷ କରି ଯୁବକମାନଙ୍କୁ ଆମେ ପ୍ରଶଂସା କରୁଛୁ । ମୁଁ ମହାନ ଗିଡୁଗୁ ଭେଙ୍କଟ ରାମମୂର୍ତ୍ତିଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯାହାଙ୍କ ଚିନ୍ତାଧାରା, ଲେଖା ଏବଂ ସାମାଜିକ ସଂସ୍କାରର ପ୍ରୟାସ ନୂତନ ପିଢି ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇପାରିଛି" ।

 

**********


(ରିଲିଜ ଆଡି: 1649637) ପରିଦର୍ଶକ କାଉଣ୍ଟର : 236