ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାତୀୟ ହସ୍ତତନ୍ତ ଦିବସରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ପୋଷ୍ଟ କରାଯିବା ଦିନାଙ୍କ: 07 AUG 2020 10:41AM by PIB Bhubaneswar

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନିମ୍ନରେ –

"ଜାତୀୟ ହସ୍ତତନ୍ତ ଦିବସରେ, ଆମେ ଆମର ଜୀବନ୍ତ ହସ୍ତତନ୍ତ ଏବଂ ହସ୍ତତନ୍ତ କ୍ଷେତ୍ର ସହିତ ଜଡିତ ସମସ୍ତଙ୍କୁ ଅଭିବାଦନ ଜଣାଉଛୁ ସେମାନେ ଆମ ଦେଶର ସ୍ୱଦେଶୀ ହସ୍ତଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି ଆସନ୍ତୁ ଆମେ ସମସ୍ତେ ଭୋକାଲ ଫର ହ୍ୟାଣ୍ଡମେଡ ହେବା ଏବଂ ଆତ୍ମନିର୍ଭର ଭାରତ ପ୍ରତି ଆମର ପ୍ରୟାସକୁ ମଜବୁତ କରିବା”

 

**********


(ରିଲିଜ ଆଡି: 1644252) ପରିଦର୍ଶକ କାଉଣ୍ଟର : 199