ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲେବାନନର ବେରୁଟ ସହରରେ ହୋଇଥିବା ଭୀଷଣ ବିସ୍ଫୋରଣ ନେଇ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
05 AUG 2020 9:30AM by PIB Bhubaneswar
ଲେବାନନର ବେରୁଟ ସହରରେ ହୋଇଥିବା ଭୀଷଣ ବିସ୍ଫୋରଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଶ୍ଚର୍ଯ୍ୟ ହେବା ସହିତ ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, “ବେରୁଟ ସହରରେ ହୋଇଥିବା ଭୀଷଣ ବିସ୍ଫୋରଣରେ ଚକିତ ଏବଂ ଦୁଃଖିତ ଯାହାଦ୍ୱାରା ବହୁ ଧନ ଜୀବନ ହାନି ହୋଇଛି । ଆମ ସମବେଦନା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ଏବଂ ଆହତଙ୍କ ପ୍ରତି ରହିଛି” ।
**********
(ରିଲିଜ ଆଡି: 1643614)
ପରିଦର୍ଶକ କାଉଣ୍ଟର : 190
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam