ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଇଦ-ଅଲ-ଅଜହା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 01 AUG 2020 9:11AM by PIB Bhubaneswar

ଇଦ-ଅଲ-ଅଜହା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟ୍ଵିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଦ ମୁବାରକ! ଇଦ-ଅଲ-ଅଜହାର ଶୁଭେଚ୍ଛା ଏହି ପର୍ବ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ସମାବେଶୀ ସମାଜ ଗଠନ ପାଇଁ ଆମକୁ ପ୍ରେରଣା ଦେଉ ଭ୍ରାତୃତ୍ୱ ଏବଂ କରୁଣାର ଭାବନା ଜାଗୃତ ହେଉ ।

 

**********
 


(ରିଲିଜ ଆଡି: 1642847) ପରିଦର୍ଶକ କାଉଣ୍ଟର : 201