ପୋଷ୍ଟ କରାଯିବା ଦିନାଙ୍କ:
23 JUN 2020 10:24AM by PIB Bhubaneswar
କଚ୍ଛି ନୂଆ ବର୍ଷ ଆଷାଢି ବିଜ ସ୍ଵତନ୍ତ୍ର ଅବସରରେ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ଆଷାଢି ବିଜ ସ୍ଵତନ୍ତ୍ର ଅବସରରେ କଚ୍ଛି ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା । ମହାନ ସଂସ୍କୃତି ଏବଂ ସାହାସ ପାଇଁ ଏହି ସଂପ୍ରଦାୟ ଭଲଭାବେ ପରିଚିତ । ମୁଁ ପ୍ରାର୍ଥନା କରୁଛି କି ଆଗାମୀ ବର୍ଷ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ଭରିଦେଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********