ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

ଆରୋଗ୍ୟ ଲାଭ ହାର 52.8 ପ୍ରତିଶତକୁ ବୃଦ୍ଧି

ପୋଷ୍ଟ କରାଯିବା ଦିନାଙ୍କ: 17 JUN 2020 2:06PM by PIB Bhubaneswar

ଗତ 24 ଘଣ୍ଟା ମଧ୍ୟରେ, 6,922 କୋଭିଡ-19 ରୋଗୀ ସୁସ୍ଥ ହୋଇଛନ୍ତି ସମୁଦାୟ 1,86,934 ରୋଗୀ, ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ଶତକଡା 52.8କୁ ବୃଦ୍ଧି ପାଇଛି ବର୍ତ୍ତମାନ, 1,55,227 ସକ୍ରିୟ ସଂକ୍ରମିତ ରୋଗୀ ଚିକିତ୍ସାଧୀନ ଅଛନ୍ତି

ସରକାରୀ ଲ୍ୟାବ ସଂଖ୍ୟା 674କୁ ଏବଂ ବେସରକାରୀ ଲ୍ୟାବ 250 କୁ ବୃଦ୍ଧି କରାଯାଇଛି ଏହିପରି ମୋଟ 924ଟି ପରୀକ୍ଷାଗାର ରହିଛି

Real-Time RT PCR based testing labs: 535 (Govt: 347 + Private: 188)
TrueNat based testing labs : 316 (Govt: 302 + Private: 14)

CBNAAT based testing labs : 73 (Govt: 25 + Private: 48)

ଗତ 24 ଘଣ୍ଟା ମଧ୍ୟରେ ମୋଟ 1,63,187 ନମୁନା ପରୀକ୍ଷା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ ପରୀକ୍ଷଣ ସଂଖ୍ୟା 60,84,256ରେ ପହଞ୍ଚିଛି  

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ମହାମାରୀଜନିତ ବିଭିନ୍ନ ଅନ୍ଧବିଶ୍ଵାସକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକା  https://www.mohfw.gov.in/pdf/GuidetoaddressstigmaassociatedwithCOVID19.pdf ରେ ଉପଲବ୍ଧ

କୋଭିଡ-19 ସମ୍ବନ୍ଧୀୟ ବୈଷୟିକ ତଥ୍ୟ, ମାର୍ଗଦର୍ଶିକା ଓ ନିୟମାବଳୀର ସୂଚନା ପାଇଁ ନିୟମିତ ପରିଦର୍ଶନ କରନ୍ତୁ: https://www.mohfw.gov.in/ ଏବଂ @MoHFW_INDIA

ସମ୍ପର୍କିତ ବୈଷୟିକ ପ୍ରଶ୍ନାବଳୀ technicalquery.covid19[at]gov[dot]in ଏବଂ ncov2019[at]gov[dot]in ଏବଂ @CovidIndiaSeva କୁ ପଠାଇ ପାରିବେ

କୋଭିଡ-19 ଜନିତ କୌଣସି ଜିଜ୍ଞାସା ପାଇଁ ଦୟାକରି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : + 91-11-23978046 କିମ୍ବା 1075 (ଦେୟ ମୁକ୍ତ)ରେ ସମ୍ପର୍କ କରିପାରନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୋଭିଡ-19 ହେଲ୍ପଲାଇନ ନମ୍ବରଗୁଡ଼ିକର ତାଲିକା ନିମ୍ନ ୱେବସାଇଟ ରେ ଉପଲବ୍ଧ

https://www.mohfw.gov.in/pdf/coronvavirushelplinenumber.pdf

 

**********


(ରିଲିଜ ଆଡି: 1632128) ପରିଦର୍ଶକ କାଉଣ୍ଟର : 247