ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 14 JUN 2020 5:08PM by PIB Bhubaneshwar

ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।

“ସୁଶାନ୍ତ ସିଂ ରାଜପୁତ.......... ଜଣେ ଉଜ୍ଜ୍ୱଳ ଯୁବ ଅଭିନେତା ଖୁବ ଶୀଘ୍ର ଚାଲିଗଲେ । ସେ ଟିଭି ଏବଂ ଚଳଚ୍ଚିତ୍ର ଅଭିନୟ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିଲେ । ମନୋରଞ୍ଜନ ଜଗତରେ ତାଙ୍କର ଉତ୍ଥାନ ଅନେକଙ୍କୁ ପ୍ରେରଣା ଯୋଗାଇଥିଲା ଏବଂ ସେ ଅନେକ ସ୍ମରଣୀୟ ଅଭିନୟ କରିଛନ୍ତି । ତାଙ୍କ ଦେହାନ୍ତରେ ମର୍ମାହତ । ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********



(Release ID: 1631565) Visitor Counter : 166