ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜ୍ୟେଷ୍ଠ ଅଷ୍ଟମୀ ଅବସରରେ କଶ୍ମୀର ପଣ୍ଡିତ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 30 MAY 2020 6:03PM by PIB Bhubaneshwar

ଜ୍ୟେଷ୍ଠ ଅଷ୍ଟମୀ ଅବସରରେ କଶ୍ମୀର ପଣ୍ଡିତ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

“ସ୍ଵତନ୍ତ୍ର ଜ୍ୟେଷ୍ଠ ଅଷ୍ଟମୀ ଅବସରରେ ବିଶେଷକରି କଶ୍ମୀର ପଣ୍ଡିତ ସମୁଦାୟଙ୍କୁ ଶୁଭେଚ୍ଛା । ମାତା କ୍ଷୀର ଭବାନୀଙ୍କ ଐଶ୍ଵରିକ ଆଶୀର୍ବାଦରେ ସମସ୍ତେ ଖୁସି, ସୁସ୍ଥ ଏବଂ ସମୃଦ୍ଧ ହୁଅନ୍ତୁ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

 

**********



(Release ID: 1627993) Visitor Counter : 155