ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଜ୍ୟ ପ୍ରତିଷ୍ଠା ଦିବସରେ ସିକ୍କିମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
16 MAY 2020 4:18PM by PIB Bhubaneshwar
ରାଜ୍ୟ ପ୍ରତିଷ୍ଠା ଦିବସରେ ସିକ୍କିମବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
“ସିକ୍କିମର ରାଜ୍ୟ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା । ପ୍ରତିଭାବାନ ଏବଂ କରୁଣାମୟ ରାଜ୍ୟବାସୀଙ୍କ ଘର ସିକ୍କିମ ଅନେକ କ୍ଷେତ୍ରରେ ଜାତୀୟ ପ୍ରଗତିକୁ ସମୃଦ୍ଧ କରିଛି | ଜୈବିକ ଚାଷ କ୍ଷେତ୍ରରେ ସିକ୍କିମର ଅଗ୍ରଗତି ନେଇ ସବୁଆଡେ ପ୍ରଶଂସା । ଆଗାମୀ ବର୍ଷଗୁଡିକରେ ସିକ୍କିମର ଅଗ୍ରଗତି ପାଇଁ ପ୍ରାର୍ଥନା କରୁଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
(Release ID: 1624458)
Visitor Counter : 137
Read this release in:
Hindi
,
English
,
Urdu
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam