ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ

ଲକଡାଉନ ସମୟରେ ବିଭିନ୍ନ ଗବେଷଣାତ୍ମକ ଜ୍ଞାନ ଓ ଉତ୍ପାଦ ଜରିଆରେ କୋଭିଡ-19ର ମୁକାବିଲା କରୁଛି ଏସସିଟିଆଇଏମଏସଟି

Posted On: 29 APR 2020 12:30PM by PIB Bhubaneshwar

କୋଭିଡ-19ର ମୁକାବିଲା ଲାଗି ଭାରତ ସରକାରଙ୍କ ବିଜ୍ଞାନ ପ୍ରଯୁକ୍ତି ବିଭାଗ (DST) ଅନ୍ତର୍ଗତ ଶ୍ରୀଚିତ୍ରା ତିରୋନାଲ ଇନଷ୍ଟିଚ୍ୟୁଟ ଫର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲଜି (SCTIMST) ବିଭିନ୍ନ ଗବେଷଣାତ୍ମକ ଜ୍ଞାନ ଉତ୍ପାଦର ସଫଳ ପ୍ରୟୋଗ କରିଛିଏହି ପ୍ରତିଷ୍ଠାନ ଦ୍ୱାରା 3 ସପ୍ତାହ ମଧ୍ୟରେ ପ୍ରସ୍ତୁତ କୋଭିଡ-19 ତ୍ୱରିତ ନିଦାନ କିଟ ଦେଶରେ କୋଭିଡ-19ର ରାପିଡ ଟେଷ୍ଟିଂରେ ସହାୟକ ହୋଇଛିଏହା ସ୍ୱାସ୍ଥ୍ୟକର୍ମୀମାନଙ୍କ ବ୍ୟବହାର ଯୋଗ୍ୟ ଫେସ ମାସ୍କ ଡିସପୋଜାଲ ବିନ ମଧ୍ୟ ପ୍ରସ୍ତୁତ କରିଛିଏହି ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ତ୍ୱରିତ ନିଦାନ କିଟ ଜରିଆରେ ମାତ୍ର 10 ମିନିଟ ମଧ୍ୟରେ କୋଭିଡ-19 ସଂକ୍ରମଣକୁ ଚିହ୍ନଟ କରାଯାଇପାରିବସ୍ୱଳ୍ପ ଖର୍ଚ୍ଚରେ ଗୋଟିଏ ମେସିନ ମାଧ୍ୟମରେ ଗୋଟିଏ ବ୍ୟାଚରେ ପ୍ରାୟ 30ଟି ସାମ୍ପଲ ଟେଷ୍ଟ କରାଯାଇପାରିବ

 

************



(Release ID: 1619272) Visitor Counter : 177