ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପବିତ୍ର ରମଜାନ ମାସ ଆରମ୍ଭରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 24 APR 2020 8:33PM by PIB Bhubaneswar

ପବିତ୍ର ରମଜାନ ମାସ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

“ରମଜାନ ମୁବାରକ! ସମସ୍ତଙ୍କ ସୁରକ୍ଷା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଲାଗି ମୁଁ ପ୍ରାର୍ଥନା କରୁଛି ଏହି ପବିତ୍ର ମାସଟି ବହୁଳ ଭାବେ ଦୟା, କରୁଣା ଓ ସଦ୍ଭାବ ଆଣିଦେଉ । କୋଭିଡ-19 ବିରୁଦ୍ଧରେ ଚାଲିଥିବା ଲଢେଇରେ ଆମକୁ ଏକ ନିର୍ଣ୍ଣାୟକ ବିଜୟ ମିଳୁ ଏବଂ ଏକ ସୁସ୍ଥ ପୃଥିବୀ ସୃଷ୍ଟି ହେଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

**********


(ରିଲିଜ ଆଡି: 1618020) ପରିଦର୍ଶକ କାଉଣ୍ଟର : 217