ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଥିବାରୁ ସର୍ବେଶ କୁଶାରେଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାମନ୍ତ୍ରୀ

प्रविष्टि तिथि: 28 JUL 2026 2:10PM by PIB Bhubaneswar

ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ପୁରୁଷ ହାଇ ଜମ୍ପ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବେଶ କୁଶାରେଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ସର୍ବେଶ କୁଶାରେଙ୍କ ଦୃଢ଼ ସଂକଳ୍ପ ଏବଂ ସ୍ଥିରତାକୁ ପ୍ରଶଂସା କରିଥିଲେ ଏବଂ ଏହି ସଫଳତାକୁ ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ

ଶ୍ରୀ ମୋଦୀ କହିଥିଲେ ଯେ ଭାରତ ତାଙ୍କ ପାଇଁ ଗର୍ବିତ ଏବଂ ଭବିଷ୍ୟତରେ ତାଙ୍କର ଆହୁରି ଅନେକ ସଫଳତା କାମନା କରୁଛି

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

"ଗ୍ଳାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ହାଇ ଜମ୍ପରେ ସର୍ବେଶ କୁଶାରେଙ୍କ ପାଇଁ ଏକ ଚମତ୍କାର ରୌପ୍ୟ! ତାଙ୍କର ଦୃଢ ସଂକଳ୍ପ ଏବଂ ସ୍ଥିରତା ଉଲ୍ଲେଖନୀୟ ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଭାରତ ତାଙ୍କ ପାଇଁ ଗର୍ବିତ ତାଙ୍କୁ ଆଗକୁ ଆହୁରି ଅନେକ ସଫଳତା କାମନା କରୁଛି । "

HS


(रिलीज़ आईडी: 2290889) आगंतुक पटल : 6
इस विज्ञप्ति को इन भाषाओं में पढ़ें: Telugu , Kannada , Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Malayalam