ରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

୨୦୨୬ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 24 JUL 2026 8:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ଲାସଗୋ ୨୦୨୬ ଆରମ୍ଭ ହେବା ଅବସରରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ କ୍ରୀଡ଼ାବିତମାନେ ଉତ୍ସାହ, ଦୃଢ ସଂକଳ୍ପ ଏବଂ ଉତ୍କର୍ଷତାର ଭାବନା ସହିତ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବେ। 

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କ୍ରୀଡ଼ାବିତମାନଙ୍କ ଦକ୍ଷତା ଏବଂ ସମର୍ପଣ ସର୍ବଦା ଅସଂଖ୍ୟ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ। 

ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି: 

"ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆରମ୍ଭ ହେବା ଅବସରରେ, ଭାରତୀୟ ଦଳକୁ ମୋର ଶୁଭେଚ୍ଛା। 

ମୋର ବିଶ୍ୱାସ ଯେ ଆମର କ୍ରୀଡ଼ାବିତମାନେ ଉତ୍ସାହ, ଦୃଢ ସଂକଳ୍ପ ଏବଂ ଉତ୍କର୍ଷତାର ଭାବନା ସହିତ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବେ।

ଆମର କ୍ରୀଡ଼ାବିତମାନଙ୍କ ଦକ୍ଷତା ଏବଂ ସମର୍ପଣ ସର୍ବଦା ଅସଂଖ୍ୟ ଭାରତୀୟଙ୍କୁ ପ୍ରେରଣା ଦେଇଥାଏ।

@Glasgow_2026" 

HS

 

 


(रिलीज़ आईडी: 2289641) आगंतुक पटल : 2
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Gujarati , Tamil , Telugu , Kannada , Malayalam