ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

'ଭାରତ ଇନୋଭେଟସ୍‍’ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 14 JUN 2026 8:05PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ 'ଭାରତ ଇନୋଭେଟସ୍‍’ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ବାଣ୍ଟିଛନ୍ତି

ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

"ଭାରତକୁ ଆସନ୍ତୁ

ଆମ ସହିତ କାମ କରନ୍ତୁ

ଭାରତରେ ଡିଜାଇନ୍

ଭାରତରେ ବିକାଶ କରନ୍ତୁ

ଏବଂ ବିଶ୍ୱ ପାଇଁ ସମାଧାନ ସୃଷ୍ଟି କରନ୍ତୁ

@BharatInnov2026”

"ନବସୃଜନ ଭାରତର ଡି. ଏନ୍. . ରେ ରହିଛି

ଭାରତର ଯୁବକମାନେ ବିଭିନ୍ନ କ୍ଷେତ୍ରରେ ନବସୃଜନ କରୁଛନ୍ତି ସେମାନେ ମଧ୍ୟ ବୈଶ୍ୱିକ ଆହ୍ୱାନର ସମାଧାନ ଖୋଜୁଛନ୍ତି

@BharatInnov2026”

ଆଜି ବିଶ୍ୱ ବିଶ୍ୱସ୍ତ, ସମାବେଶୀ, ମାନବ କୈନ୍ଦ୍ରିକ ଏବଂ ବିଶ୍ୱ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ପ୍ରଯୁକ୍ତିବିଦ୍ୟା ଆଡ଼କୁ ଦୃଷ୍ଟି ଦେଉଛି

ଏଭଳି ସମୟରେ ଭାରତର ପ୍ରାଥମିକତା ସ୍ପଷ୍ଟ ମାନବିକତା ଏବଂ ମାନବ କୈନ୍ଦ୍ରିକ ନବସୃଜନ ପାଇଁ ପ୍ରଯୁକ୍ତି ବିଦ୍ୟା


@BharatInnov2026”

"ଭାରତ ବ୍ୟାପକ ଏବଂ ଦ୍ରୁତ ଗତିରେ ନବସୃଜନ କରୁଛି

ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଭାରତ ଉଦ୍ଭାବନ କରୁଛି ।

ଏବଂ ଭାରତ ସମଗ୍ର ବିଶ୍ୱ ପାଇଁ ନବସୃଜନ କରୁଛି

@BharatInnov2026”

HS


(रिलीज़ आईडी: 2272831) आगंतुक पटल : 2
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam