ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ମନ କୀ ବାତ’ ଶୁଣିବା ପାଇଁ ନାଗରିକମାନଙ୍କୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
30 MAY 2026 8:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୧ ମଇ ସକାଳ ୧୧ ଟାରେ ପ୍ରସାରିତ ହେବାକୁ ଥିବା 'ମନ କୀ ବାତ'ର ଆଗାମୀ ସଂସ୍କରଣ ଶୁଣିବା ପାଇଁ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମାଜକୁ ଉନ୍ନତ କରୁଥିବା ପ୍ରେରଣାଦାୟକ ଜୀବନ ଯାତ୍ରା ପ୍ରଦର୍ଶନ କରିବା ସର୍ବଦା ଆନନ୍ଦଦାୟକ।
ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି;
“ଆସନ୍ତାକାଲି, ୩୧ ମଇ ସକାଳ ୧୧ ଟାରେ #MannKiBaat କାର୍ଯ୍ୟକ୍ରମ ନିଶ୍ଚୟ ଶୁଣନ୍ତୁ। ଆମ ସମାଜକୁ ଉନ୍ନତ କରୁଥିବା ପ୍ରେରଣାଦାୟକ ଜୀବନ ଯାତ୍ରାଗୁଡ଼ିକୁ ପ୍ରଦର୍ଶନ କରିବା ସଦା ସର୍ବଦା ଆନନ୍ଦଦାୟକ ଅଟେ।”
*****
MT
(रिलीज़ आईडी: 2268474)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
Manipuri
,
Tamil
,
English
,
Urdu
,
Marathi
,
हिन्दी
,
Assamese
,
Punjabi
,
Gujarati
,
Kannada
,
Malayalam