ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଧୁନିକ ରେଳ କିପରି ପଞ୍ଜାବରେ ପ୍ରଗତି ପାଇଁ ନୂତନ ପଥ ଖୋଲିଛି ସେ ବିଷୟରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 13 MAY 2026 2:23PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରବନୀତ ସିଂ ବିଟ୍ଟୁଙ୍କ ଏକ ନିବନ୍ଧ ସେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ କିପରି ଆଧୁନିକ ରେଳ ଷ୍ଟେସନ ଏବଂ ଏକ ଉନ୍ନତ ନେଟୱାର୍କ ପଞ୍ଜାବରେ ପ୍ରଗତି ପାଇଁ ନୂତନ ପଥ ଖୋଲିଛି। ଶ୍ରୀ ମୋଦୀ କହିଥିଲେ ଯେ ଏହି ପରିବର୍ତ୍ତନ ଲୋକମାନଙ୍କ ପାଇଁ ଅନେକ ସୁଯୋଗ ଆଣିଦେଇଛି।

ଶ୍ରୀ ମୋଦୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:

"ପଞ୍ଜାବରେ, ଆଧୁନିକ ରେଳ ଷ୍ଟେସନ ଏବଂ ଏକ ଉନ୍ନତ ନେଟୱାର୍କ ପ୍ରଗତି ପାଇଁ ନୂତନ ପଥ ଖୋଲିଛି। ଏହି ପରିବର୍ତ୍ତନ ଏଠାକାର ଲୋକମାନଙ୍କ ପାଇଁ ଅନେକ ସୁଯୋଗ ଆଣିଦେଇଛି। କେନ୍ଦ୍ର ମନ୍ତ୍ରୀ ରବନୀତ ସିଂ ବିଟ୍ଟୁ ଜୀଙ୍କ ଏହି ନିବନ୍ଧରେ ଦର୍ଶାଯାଇଛି ଯେ ପଞ୍ଜାବ କିପରି ବଦଳୁଛି। ’’

ଏହାକୁ ନିଶ୍ଚିତ ପଢ଼ନ୍ତୁ! "

HS


(रिलीज़ आईडी: 2260891) आगंतुक पटल : 27
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Bengali-TR , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam