ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରୋଜ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 21 MAR 2026 8:17AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 'ନଭରୋଜ ’ ର ସ୍ୱତନ୍ତ୍ର ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ 'ଏକ୍ସ ’ ଉପରେ ଲେଖିଛନ୍ତି:

"ନବରୋଜର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା

ସମୃଦ୍ଧି ଏବଂ ଆନନ୍ଦରେ ପରିପୂର୍ଣ୍ଣ ଏକ ବର୍ଷ ପାଇଁ ପ୍ରାର୍ଥନା। ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ସମସ୍ତ ଆକାଂକ୍ଷା ପୂରଣ ହେଉ

ନବରୋଜ ମୁବାରକ! "

HS


(रिलीज़ आईडी: 2255136) आगंतुक पटल : 36
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam