ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ସୁଦୃଢ଼ ଶକ୍ତି ଇକୋସିଷ୍ଟମ ଏବଂ ଦୀର୍ଘସ୍ଥାୟୀ ଭବିଷ୍ୟତ ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 MAR 2026 1:25PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୌ ଆଜି ଭାରତର ଶକ୍ତି କ୍ଷେତ୍ରର ବିକାଶ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ଦ୍ୱାରା ପ୍ରକାଶିତ ଏକ ବିଶେଷ ନିବନ୍ଧ ଉପରେ ଆଲୋକପାତ କରିଥିଲେ

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟରଙ୍କ ମତରେ ଭାରତ କିପରି ଏକ ସୁଦୃଢ଼ ଶକ୍ତି ଇକୋସିଷ୍ଟମକୁ ସଶକ୍ତ କରୁଛି ଏବଂ ଭବିଷ୍ୟତର ଆବଶ୍ୟକତା ପାଇଁ ଏକ ସ୍ଥାୟୀ ବାତାବରଣ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ପାଠକମାନଙ୍କୁ ଏହି ନିବନ୍ଧ ସହିତ ଜଡ଼ିତ ହେବାକୁ ଉତ୍ସାହିତ କରିଥିଲେ ଯାହା ଦ୍ୱାରା ଭାରତର ଶକ୍ତି ନୀତି ବିଷୟରେ ସଠିକ୍ ଧାରଣା ମିଳିପାରିବ ଯାହା ଏକ ବିକସିତ ଭାରତର ପ୍ରତିଶ୍ରୁତି ଦେଇଥାଏ

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:

"କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଭାରତ କିପରି ଏକ ସୁଦୃଢ଼ ଶକ୍ତି ଇକୋସିଷ୍ଟମକୁ ଶକ୍ତି ପ୍ରଦାନ କରୁଛି ଏବଂ ଭବିଷ୍ୟତର ଆବଶ୍ୟକତା ପାଇଁ ଏକ ସ୍ଥାୟୀ ବାତାବରଣ ସୃଷ୍ଟି କରୁଛି ତାହା ପ୍ରତିଫଳିତ କରିଛନ୍ତି ।

ଏକ ବିକଶିତ ଭାରତର ପ୍ରତିଶ୍ରୁତି ଦେଉଥିବା ଭାରତର ଶକ୍ତି ନୀତି ବିଷୟରେ ସଠିକ୍ ଧାରଣା ପାଇବା ପାଇଁ ଏହି ଅଂଶକୁ ପଢ଼ନ୍ତୁ ।’’

HS


(ରିଲିଜ ଆଡି: 2255134) ପରିଦର୍ଶକ କାଉଣ୍ଟର : 18