ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହିଳା ନେତୃତ୍ୱାଧୀନ ଶାସନ ଦୃଷ୍ଟିକୋଣ ଉପରେ ଆଲୋକପାତ କରୁଥିବା ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 APR 2026 12:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମହିଳା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି ଯାହା ଭାରତରେ ବୃହତ୍ତର ମହିଳା ନେତୃତ୍ୱାଧୀନ ଶାସନ ପାଇଁ ରୋଡମ୍ୟାପକୁ ରେଖାଙ୍କିତ କରେ ।

ପ୍ରଧାନମନ୍ତ୍ରୀ 'ଏକ୍ସରେ ଲେଖିଛନ୍ତି:

"ପ୍ରତିନିଧିତ୍ୱ ବାସ୍ତବ ପ୍ରଭାବରେ ରୂପାନ୍ତରିତ ହେବା ଆବଶ୍ୟକ । ସରକାର ସବୁବେଳେ ପ୍ରତ୍ୟେକ କ୍ଷେତ୍ରରେ ନାରୀ ଶକ୍ତିକୁ ପ୍ରାଥମିକତା ଦେଇଛନ୍ତି, ତେଣୁ ନାରୀ ଶକ୍ତି ବନ୍ଦନ ଅଧିନିୟମ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଭାରତ ବୃହତ୍ତର ମହିଳା ପରିଚାଳିତ ଶାସନ ଦିଗରେ ଅଗ୍ରସର ହେଉଛିଏହା ମଧ୍ୟ ଏକ ବିକଶିତ ଭାରତର ଏକ ପ୍ରମୁଖ ସ୍ତମ୍ଭ!

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ପ୍ରବନ୍ଧରେ ଆଗାମୀ କାର୍ଯ୍ୟସୂଚୀର ରୂପରେଖ ଦିଆଯାଇଛିଏହାକୁ ପଢ଼ନ୍ତୁ "

HS


(ରିଲିଜ ଆଡି: 2249725) ପରିଦର୍ଶକ କାଉଣ୍ଟର : 14