ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଆଣ୍ଟିଓକ୍ ଏବଂ ଅଲ ଦି ଇଷ୍ଟର ପେଟ୍ରିଆର୍କର ମହାମହିମ ମୋରାନ୍ ମୋର୍ ଇଗ୍ନାସିଆସ୍ ଆଫ୍ରେମ ଦ୍ୱିତୀୟଙ୍କୁ ସାକ୍ଷାତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
27 FEB 2026 4:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଆଜି ପ୍ରକାଶ କରିଛନ୍ତି ଯେ ଆଣ୍ଟିଓକ୍ ଏବଂ ଅଲ୍ ଦି ଇଷ୍ଟର ପେଟ୍ରିଆର୍କ ତଥା ୟୁନିଭର୍ସାଲ୍ ସିରିଆକ୍ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ମହାମହିମ ମୋରାନ୍ ମୋର୍ ଇଗ୍ନାସିଆସ୍ ଆଫ୍ରେମ୍ ଦ୍ୱିତୀୟଙ୍କୁ ଭେଟି ସେ ସମ୍ମାନିତ ହୋଇଛନ୍ତି।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ମହାମହିମ ବିଭିନ୍ନ ପ୍ରସଙ୍ଗକୁ ନେଇ ବ୍ୟାପକ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ସେୟାର କରିଛନ୍ତି;
ଆଣ୍ଟିଓକ୍ ଏବଂ ଅଲ୍ ଦି ଇଷ୍ଟର ପେଟ୍ରିଆର୍କ ତଥା ୟୁନିଭର୍ସାଲ୍ ସିରିଆକ୍ ଅର୍ଥୋଡକ୍ସ ଚର୍ଚ୍ଚର ସର୍ବୋଚ୍ଚ ମୁଖ୍ୟ ମହାମହିମ ମୋରାନ୍ ମୋର୍ ଇଗ୍ନାସିଆସ୍ ଆଫ୍ରେମ୍ ଦ୍ୱିତୀୟଙ୍କୁ ଭେଟିଛନ୍ତି ।
ଆମେ ବିଭିନ୍ନ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଥିଲୁ।
HS
(ରିଲିଜ ଆଡି: 2234511)
ପରିଦର୍ଶକ କାଉଣ୍ଟର : 32
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam