ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏ.ଏନ୍.ଆଇ. ସହ ସାକ୍ଷାତକାରରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ବିଶ୍ୱ ଏଆଇ ବିପ୍ଳବରେ ଭାରତର ଭୂମିକା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 9:51AM by PIB Bhubaneshwar
ଭାରତ ଦିଲ୍ଲୀରେ ସମ୍ମାନଜନକ ଏଆଇ ଇମ୍ପାକ୍ଟ ସମ୍ମିଳନୀର ଆୟୋଜନ କରୁଥିବାବେଳେ ଏଆଇର ପରିବର୍ତ୍ତନଶୀଳ ସମ୍ଭାବନା ଏବଂ ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବିପ୍ଳବକୁ ରୂପ ଦେବାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ନିଜର ଦୃଷ୍ଟିକୋଣ ସେୟାର କରିଛନ୍ତି।
ଏ.ଏନ୍.ଆଇ. ସହିତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ଏଆଇ ଯୁଗରେ ନବସୃଜନ, ପ୍ରତିଭା ଏବଂ ନୈତିକ ନେତୃତ୍ୱର କେନ୍ଦ୍ର ଭାବେ ଭାରତର ଅନନ୍ୟ ସ୍ଥିତିକୁ ରେଖାଙ୍କିତ କରିଥିଲେ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ଯେହେତୁ ଭାରତ ଦିଲ୍ଲୀରେ ଏଆଇ ଇମ୍ପାକ୍ଟ ସମ୍ମିଳନୀର ଆୟୋଜନ କରୁଛି, ମୁଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ. ଆଇ.)ର ପରିବର୍ତ୍ତନଶୀଳ ସମ୍ଭାବନା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏ.ଆଇ.) ବିପ୍ଳବରେ ଭାରତର ଭୂମିକା ଏବଂ ଏ.ଏନ୍.ଆଇ. ସହିତ ଏହି ସାକ୍ଷାତକାରରେ ମୋର ଚିନ୍ତାଧାରା ସେୟାର କରିଛି।"
HS
(ରିଲିଜ ଆଡି: 2229652)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali-TR
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada