ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୌମ୍ୟନାରାୟଣ ପେରୁମଲ ମନ୍ଦିରର ପୂଜାରୀମାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
23 JAN 2026 11:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ସୌମ୍ୟନାରାୟଣ ପେରୁମଲ ମନ୍ଦିରର ସମ୍ମାନିତ ପୂଜକମାନଙ୍କୁ ଭେଟିଥିଲେ।
ସେମାନଙ୍କ ଆଶୀର୍ବାଦ ପାଇଁ ପ୍ରଧାନମନ୍ତ୍ରୀ କୃତଜ୍ଞତା ବ୍ୟକ୍ତ କରିଥିଲେ।
ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
"ଆଜି ସକାଳେ ସୌମ୍ୟନାରାୟଣ ପେରୁମଲ ମନ୍ଦିରର ସମ୍ମାନିତ ପୂଜକମାନଙ୍କୁ ଭେଟିଥିଲି। ସେମାନଙ୍କ ଆଶୀର୍ବାଦ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି "
HS
(ରିଲିଜ ଆଡି: 2218165)
ପରିଦର୍ଶକ କାଉଣ୍ଟର : 19
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam