ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜର୍ମାନୀ ସଂଘୀୟ ଗଣରାଜ୍ୟର ଚାନ୍ସେଲରଙ୍କ ଭାରତ ଗସ୍ତ
प्रविष्टि तिथि:
12 JAN 2026 3:47PM by PIB Bhubaneshwar
(ଜାନୁଆରୀ ୧୨-୧୩, ୨୦୨୬)
ଫଳାଫଳ ତାଲିକା
I. ଚୁକ୍ତିନାମା / ବୁଝାମଣା ପତ୍ର
|
କ୍ରମିକ ସଂଖ୍ୟା
|
ଦସ୍ତାବିଜ
|
ପରିସର
|
|
୧.
|
ଦ୍ୱିପାକ୍ଷିକ ପ୍ରତିରକ୍ଷା ଶିଳ୍ପ ସହଯୋଗକୁ ସୁଦୃଢ଼ କରିବା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ପ୍ରତିରକ୍ଷା ଏବଂ ସୁରକ୍ଷା
|
|
୨.
|
ଭାରତ-ଜର୍ମାନୀ ଅର୍ଥନୈତିକ ଏବଂ ବିନିଯୋଗ କମିଟିର ଅଂଶବିଶେଷ ଭାବେ ଏକ 'ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋରମ୍' ପ୍ରତିଷ୍ଠା କରି ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ବାଣିଜ୍ୟ ଏବଂ ଅର୍ଥନୀତି
|
|
୩.
|
ଭାରତ-ଜର୍ମାନୀ ସେମିକଣ୍ଡକ୍ଟର ଇକୋସିଷ୍ଟମ ସହଭାଗିତା ସମ୍ବନ୍ଧୀୟ ମିଳିତ ସଂକଳ୍ପ ଘୋଷଣାନାମା
|
ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା
|
|
୪.
|
ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା
|
|
୫.
|
ଦୂରସଞ୍ଚାର କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା
|
|
୬.
|
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ୍ ଟେକ୍ନୋଲୋଜି ଏବଂ ଇନଫିନିଅନ୍ ଟେକ୍ନୋଲୋଜି ଏଜି ମଧ୍ୟରେ ବୁଝାମଣା ପତ୍ର
|
ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା
|
|
୭.
|
ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଏବଂ ଜର୍ମାନୀର ଚାରିଟେ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର
|
ପାରମ୍ପରିକ ଚିକିତ୍ସା
|
|
୮.
|
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ ଏବଂ ଜର୍ମାନ ଟେକନିକାଲ ଆଣ୍ଡ ସାଇଣ୍ଟିଫିକ ଆସୋସିଏସନ ଫର ଗ୍ୟାସ ଆଣ୍ଡ ୱାଟର ଇଣ୍ଡଷ୍ଟ୍ରିଜ୍ ମଧ୍ୟରେ ବୁଝାମଣା ପତ୍ର
|
ଅକ୍ଷୟ ଶକ୍ତି
|
|
୯.
|
ଗ୍ରୀନ୍ ଆମୋନିଆ ପାଇଁ ଭାରତୀୟ କମ୍ପାନୀ 'ଏଏମ ଗ୍ରୀନ୍' ଏବଂ ଜର୍ମାନ କମ୍ପାନୀ 'ୟୁନିପର୍ ଗ୍ଲୋବାଲ କମୋଡିଟିଜ୍' ମଧ୍ୟରେ ଅଫଟେକ୍ ଚୁକ୍ତି
|
ଗ୍ରୀନ୍ ହାଇଡ୍ରୋଜେନ୍
|
|
୧୦.
|
ଜୈବ ଅର୍ଥନୀତି ଉପରେ ଗବେଷଣା ଏବଂ ବିକାଶରେ ମିଳିତ ସହଯୋଗ ପାଇଁ ମିଳିତ ଉଦ୍ଦେଶ୍ୟ ଘୋଷଣାନାମା
|
ବିଜ୍ଞାନ ଏବଂ ଅନୁସନ୍ଧାନ
|
|
୧୧.
|
ଭାରତ-ଜର୍ମାନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରର କାର୍ଯ୍ୟକାଳ ବୃଦ୍ଧି ଉପରେ ମିଳିତ ସଂକଳ୍ପ ଘୋଷଣାନାମା
|
ବିଜ୍ଞାନ ଏବଂ ଅନୁସନ୍ଧାନ
|
|
୧୨.
|
ଉଚ୍ଚଶିକ୍ଷା ସମ୍ବନ୍ଧୀୟ ଭାରତ-ଜର୍ମାନ ରୋଡମ୍ୟାପ୍
|
ଶିକ୍ଷା
|
|
୧୩.
|
ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ନିରପେକ୍ଷ, ନୈତିକ ଏବଂ ସ୍ଥାୟୀ ନିଯୁକ୍ତି ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ସହଭାଗିତାର ରୂପରେଖ ସର୍ତ୍ତାବଳୀ ଉପରେ ମିଳିତ ସଂକଳ୍ପ ଘୋଷଣାନାମା
|
ଦକ୍ଷତା ଏବଂ ଗତିଶୀଳତା
|
|
୧୪.
|
ହାଇଦ୍ରାବାଦର ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ଅକ୍ଷୟ ଶକ୍ତି ଦକ୍ଷତା ନିମନ୍ତେ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ଦକ୍ଷତା ଏବଂ ଗତିଶୀଳତା
|
|
୧୫.
|
ଗୁଜରାଟର ଲୋଥାଲଠାରେ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସର ବିକାଶ ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଓ ଜର୍ମାନ ସାମୁଦ୍ରିକ ସଂଗ୍ରହାଳୟ-ଲାଇବନିଜ୍ ଇନଷ୍ଟିଚ୍ୟୁଟ୍ ଫର ମ୍ୟାରିଟାଇମ୍ ହିଷ୍ଟ୍ରି ମଧ୍ୟରେ ବୁଝାମଣା ପତ୍ର
|
ସାଂସ୍କୃତିକ ଏବଂ ଜନସମ୍ପର୍କ
|
|
୧୬.
|
କ୍ରୀଡ଼ା କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ସାଂସ୍କୃତିକ ଏବଂ ଜନସମ୍ପର୍କ
|
|
୧୭.
|
ଡାକ ସେବା କ୍ଷେତ୍ରରେ ସହଯୋଗ ପାଇଁ ମିଳିତ ସଂକଳ୍ପ ଘୋଷଣାନାମା
|
ସାଂସ୍କୃତିକ ଏବଂ ଜନସମ୍ପର୍କ
|
|
୧୮.
|
ଯୋଗାଯୋଗ ମନ୍ତ୍ରଣାଳୟର ଡାକ ବିଭାଗ ଏବଂ ଡଏଚ୍ ପୋଷ୍ଟ ଏଜି ମଧ୍ୟରେ ଲେଟର ଅଫ ଇଣ୍ଟେଣ୍ଟ।
|
ସାଂସ୍କୃତିକ ଏବଂ ଜନସମ୍ପର୍କ
|
|
୧୯.
|
ହକି ଇଣ୍ଡିଆ ଏବଂ ଜର୍ମାନ ହକି ଫେଡେରେସନ୍ ମଧ୍ୟରେ ଯୁବ ହକି ବିକାଶ ଉପରେ ବୁଝାମଣା ପତ୍ର
|
ସାଂସ୍କୃତିକ ଏବଂ ଜନସମ୍ପର୍କ
|
II. ଘୋଷଣାବଳୀ
|
କ୍ରମିକ ସଂଖ୍ୟା
|
ଘୋଷଣାବଳୀ
|
କ୍ଷେତ୍ର
|
|
୨୦.
|
ଜର୍ମାନୀ ଦେଇ ଗମନାଗମନ କରୁଥିବା ଭାରତୀୟ ପାସପୋର୍ଟଧାରୀଙ୍କ ପାଇଁ ଭିସା-ମୁକ୍ତ ଟ୍ରାଞ୍ଜିଟ୍ର ଘୋଷଣା
|
ଜନସମ୍ପର୍କ
|
|
୨୧.
|
ଟ୍ରାକ୍ ୧.୫ ବୈଦେଶିକ ନୀତି ଏବଂ ସୁରକ୍ଷା ସଂଳାପର ପ୍ରତିଷ୍ଠା
|
ବୈଦେଶିକ ନୀତି ଏବଂ ସୁରକ୍ଷା
|
|
୨୨.
|
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଦ୍ୱିପାକ୍ଷିକ ସଂଳାପ ବ୍ୟବସ୍ଥାର ପ୍ରତିଷ୍ଠା
|
ଭାରତ-ପ୍ରଶାନ୍ତ ମହାସାଗର
|
|
୨୩.
|
ଭାରତ-ଜର୍ମାନୀ ଡିଜିଟାଲ ସଂଳାପ (୨୦୨୫-୨୦୨୭) ର କାର୍ଯ୍ୟ ଯୋଜନା ଗ୍ରହଣ
|
ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ
|
|
୨୪.
|
ପ୍ରମୁଖ ଦ୍ୱିପାକ୍ଷିକ 'ଗ୍ରୀନ୍ ଆଣ୍ଡ ସଷ୍ଟେନେବଲ୍ ଡେଭଲପମେଣ୍ଟ ପାର୍ଟନରସିପ୍' (ଜିଏସଡିପି) ଅଧୀନରେ ୧.୨୪ ବିଲିୟନ ୟୁରୋର ନୂତନ ପାଣ୍ଠି ପ୍ରତିଶ୍ରୁତି, ଯାହା ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ପିଏମ୍ଇ-ବସ୍ ସେବା ଏବଂ ଜଳବାୟୁ-ସହନଶୀଳ ସହରୀ ଭିତ୍ତିଭୂମି ପ୍ରକଳ୍ପକୁ ସହାୟତା କରିବ
|
ସବୁଜ ଏବଂ ସ୍ଥାୟୀ ବିକାଶ
|
|
୨୫.
|
ବିଶ୍ୱବ୍ୟାପୀ ଅକ୍ଷୟ ଶକ୍ତିରେ ବିନିଯୋଗ ପାଇଁ ଭାରତ-ଜର୍ମାନୀ ପ୍ଲାଟଫର୍ମ ଅଧୀନରେ ବ୍ୟାଟେରୀ ଷ୍ଟୋରେଜ୍ ୱାର୍କିଂ ଗ୍ରୁପ୍ର ଶୁଭାରମ୍ଭ
|
ସବୁଜ ଏବଂ ସ୍ଥାୟୀ ବିକାଶ
|
|
୨୬.
|
ଭାରତ-ଜର୍ମାନୀ ତ୍ରିକୋଣୀୟ ବିକାଶ ସହଯୋଗ ଅଧୀନରେ ଘାନା (ବାଉଁଶର ଡିଜାଇନ୍ ଏବଂ ପ୍ରକ୍ରିୟାକରଣ ପାଇଁ ଡିଜିଟାଲ୍ ଟେକ୍ନୋଲୋଜି ସେଣ୍ଟର), କ୍ୟାମେରୁନ୍ (ଆଳୁ ବିହନ ନବସୃଜନ ପାଇଁ କ୍ଲାଇମେଟ୍ ଆଡାପ୍ଟିଭ୍ ଆରଏସି ଟେକ୍ନୋଲୋଜି ଲ୍ୟାବ୍) ଏବଂ ମାଲାୱି (ମହିଳା ଓ ଯୁବକମାନଙ୍କ ପାଇଁ କୃଷି ମୂଲ୍ୟ ଶୃଙ୍ଖଳାରେ ବୈଷୟିକ ନବସୃଜନ ଏବଂ ଉଦ୍ୟୋଗୀ ହବ୍) ରେ ପ୍ରକଳ୍ପଗୁଡିକର ସମ୍ପ୍ରସାରଣ
|
ସବୁଜ ଏବଂ ସ୍ଥାୟୀ ବିକାଶ
|
|
୨୭.
|
ଅହମ୍ମଦାବାଦରେ ଜର୍ମାନୀର ଏକ ଅନରାରୀ କନ୍ସୁଲ କାର୍ଯ୍ୟାଳୟ ଖୋଲିବା
|
ସାଂସ୍କୃତିକ ଏବଂ ଜନସମ୍ପର୍କ
|
(रिलीज़ आईडी: 2213968)
आगंतुक पटल : 7
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Kannada
,
Malayalam