ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଇଏନ୍ଏସଭି କୌଣ୍ଡିନ୍ୟର ନାବିକମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 31 DEC 2025 11:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଗଭୀର ସମୁଦ୍ରରେ ଯାତ୍ରା କରୁଥିବା ଆଇଏନ୍ଏସଭି କୌଣ୍ଡିନ୍ୟ ଦଳ ନିକଟରୁ ଏକ ଫଟୋ ପାଇ ଖୁସି ବ୍ୟକ୍ତ କରିଛନ୍ତିପ୍ରଧାନମନ୍ତ୍ରୀ ନାବିକ ଦଳର ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ୨୦୨୬ ବର୍ଷକୁ ସ୍ୱାଗତ କରିବା ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ସେମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି:

"ଆଇଏନ୍ଏସଭି କୌଣ୍ଡିନ୍ୟ ଦଳରୁ ଏହି ଫଟୋ ପାଇ ଆନନ୍ଦିତ! ସେମାନଙ୍କ ଉତ୍ସାହ ଦେଖି ବହୁତ ଭଲ ଲାଗିଲାଯେହେତୁ ଆମେ ସମସ୍ତେ ୨୦୨୬ ରେ ପ୍ରବେଶ କରିବାକୁ ପ୍ରସ୍ତୁତ, ଗଭୀର ସମୁଦ୍ରରେ ଥିବା ଆଇଏନ୍ଏସଭି କୌଣ୍ଡିନ୍ୟ ଦଳକୁ ମୋର ସ୍ୱତନ୍ତ୍ର ଶୁଭେଚ୍ଛାସେମାନଙ୍କର ଅବଶିଷ୍ଟ ଯାତ୍ରା ମଧ୍ୟ ଆନନ୍ଦ ଏବଂ ସଫଳତାରେ ପରିପୂର୍ଣ୍ଣ ହେଉ।’’

HS


(रिलीज़ आईडी: 2210711) आगंतुक पटल : 7
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Telugu , Kannada , Malayalam