ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀ ଆଲୋକ ମେହେଟ୍ଟା
प्रविष्टि तिथि:
27 DEC 2025 10:37AM by PIB Bhubaneshwar
ଶ୍ରୀ ଆଲୋକ ମେହେଟ୍ଟା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ତାଙ୍କ ପୁସ୍ତକ "ରିଭୋଲ୍ୟୁସନାରୀ ରାଜ : ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷ" ର ପ୍ରଥମ କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
‘‘ଶ୍ରୀ ଆଲୋକ ମେହେଟ୍ଟାଙ୍କୁ ଭେଟି ଖୁସି ହେଲି ଏବଂ ତାଙ୍କ ପୁସ୍ତକର ଏକ କପି ପାଇଲି ।’’
HS
(रिलीज़ आईडी: 2209232)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam