ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇଥିଓପିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱତନ୍ତ୍ର ସ୍ୱାଗତ କରାଗଲା
ପୋଷ୍ଟ କରାଯିବା ଦିନାଙ୍କ:
16 DEC 2025 7:25PM by PIB Bhubaneshwar
ଇଥିଓପିଆ ପ୍ରଥମ ଦ୍ୱିପାକ୍ଷିକ ଗସ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଡିସ ଆବାବାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଇଥିଓପିଆର ପ୍ରଧାନମନ୍ତ୍ରୀ ଡ଼ା. ଆବି ଅହମ୍ମଦ ଅଲି ସ୍ୱାଗତ କରିଥିଲେ।
ଭାରତ ଓ ଇଥିଓପିଆ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି, ଯାହାକି ଜନସାଧାରଣଙ୍କ ମଧ୍ୟରେ ଥିବା ଗଭୀର ସମ୍ବନ୍ଧ ଆଧାରିତ । ଇଥିଓପିଆନ ନେତୃତ୍ୱଙ୍କ ଏହି ସ୍ୱତନ୍ତ୍ର ସ୍ୱାଗତ ବିକାଶଶୀଳ ଦେଶ ଅଂଶୀଦାର ଭାବରେ ଉଭୟ ଦେଶ ପରସ୍ପରକୁ କେତେ ଗୁରୁତ୍ୱ ଦିଅନ୍ତି ତାହା ପ୍ରତିଫଳିତ କରେ।
SR
(ରିଲିଜ ଆଡି: 2204939)
ପରିଦର୍ଶକ କାଉଣ୍ଟର : 43
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada