ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜରାଟର କେଭାଡିଆରେ ଆକର୍ଷଣୀୟ ଏକତା ପରେଡର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 31 OCT 2025 1:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେଭାଡିଆରେ ଆକର୍ଷଣୀୟ ଏକତା ପରେଡର ଝଲକ ଶେୟାର କରିଛନ୍ତି ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“କେଭାଡିଆରେ ଏକ ଅଦ୍ଭୁତ ଏକତା ପରେଡରେ ଯୋଗ ଦେଇଥିଲି! ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀରେ ଆୟୋଜିତ ଏହି ପରେଡ ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ପ୍ରଦର୍ଶିତ କରିଥିଲା ।”
“କେଭାଡିଆରେ ଏକତା ପରେଡର ଆଉ କିଛି ଝଲକ ଏଠାରେ ଦିଆଯାଇଛି ।”
“ଏକତା ପରେଡରେ ସବୁଠାରୁ ପ୍ରଶଂସନୀୟ ଭାଗ ମଧ୍ୟରେ ଗୋଟିଏ ଥିଲା ଦେଶୀ କୁକୁର ପ୍ରଜାତିର ପ୍ରଦର୍ଶନ ।”
“ଏକତା ପରେଡରେ ଏହି ଭାଗ, ଏୟାର ଶୋ ଦେଖିବାକୁ ଆପଣ ପସନ୍ଦ କରିବେ...”


SR


(रिलीज़ आईडी: 2185105) आगंतुक पटल : 23
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada