ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରକ୍ଷା ବନ୍ଧନ ଉତ୍ସବର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ


ଶିଶୁମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ରକ୍ଷାବନ୍ଧନ ପାଳନ କଲେ

ଶିଶୁମାନେ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ

ପୋଷ୍ଟ କରାଯିବା ଦିନାଙ୍କ: 19 AUG 2024 2:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗ, ନୂଆଦିଲ୍ଲୀରେ ପିଲାମାନଙ୍କ ସହିତ ରକ୍ଷା ବନ୍ଧନ ପାଳନର ଝଲକ ସେୟାର କରିଛନ୍ତି।

 

ପିଲାମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାକ୍ଷୀ ବାନ୍ଧି ତାଙ୍କ ସହିତ ରାକ୍ଷୀ ଉତ୍ସବ ପାଳନ କରିଛନ୍ତି।

 

ଏକ୍ସପୋଷ୍ଟର ସିରିଜରେ, ପ୍ରଧାନମନ୍ତ୍ରୀ କହିଛନ୍ତି ;

 

“ଏଠାରେ ୭, ଏଲ୍‌କେଏମ୍‌ରେ ଏକ ସ୍ୱତନ୍ତ୍ର ରକ୍ଷା ବନ୍ଧନ ପାଳନର ଝଲକ ଦିଆଯାଇଛି।”

 

 

*****

MT

 


(ରିଲିଜ ଆଡି: 2173673) ପରିଦର୍ଶକ କାଉଣ୍ଟର : 34