ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିଲ୍ଲୀ ଚିତ୍ତରଞ୍ଜନ ପାର୍କ ଦୁର୍ଗାପୂଜା ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ


ଲୋକଙ୍କ ଖୁସି ଏବଂ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ କଲେ ପ୍ରାର୍ଥନା

Posted On: 30 SEP 2025 9:24PM by PIB Bhubaneshwar

ମହାଅଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ, ଚିତ୍ତରଞ୍ଜନ ପାର୍କ ଦୁର୍ଗା ପୂଜା ଉତ୍ସବରେ ସାମିଲ ହୋଇଥିଲେ

ଶ୍ରୀ ମୋଦୀ କହିଥିଲେ, ଚିତ୍ତରଞ୍ଜନ ପାର୍କ ବଙ୍ଗୀୟ ସଂସ୍କୃତି ସହ ଜଡ଼ିତ ଥିବାର ବେଶ ଜଣାଶୁଣା ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ସେଠାକାର ଉତ୍ସବ ବାସ୍ତବରେ ଆମ ସମାଜର ଏକତା ସାଂସ୍କୃତିକ ଜୀବନ୍ତତାର ଭାବନାର ପ୍ରତିଫଳନ

ପ୍ରଧାନମନ୍ତ୍ରୀ ଲୋକଙ୍କ ଖୁସି ଏବଂ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ

ପ୍ରଧାନମନ୍ତ୍ରୀ ଉତ୍ସବର କିଛି ଝଲକ ସେୟାର କରି କହିଛନ୍ତି; ଦିଲ୍ଲୀର ଏକ ସ୍ମରଣୀୟ ଦୁର୍ଗାପୂଜାର କିଛି ଝଲକ! ଚତୁର୍ଦ୍ଦିଗରେ ଆନନ୍ଦ ସମୃଦ୍ଧି ଭରିଉଠୁ....

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ମହା ଅଷ୍ଟମୀର ପବିତ୍ର ଅବସରରେ ଆଜି ମୁଁ ଦିଲ୍ଲୀ ଚିତ୍ତରଞ୍ଜନ ପାର୍କର ଦୁର୍ଗାପୂଜା ଉତ୍ସବରେ ସାମିଲ ହେବାକୁ ଯାଇଥିଲି ଚିତ୍ତରଞ୍ଜନ ପାର୍କ ବଙ୍ଗୀୟ ସଂସ୍କୃତି ସହ ଜଡ଼ିତ ଥିବାର ବେଶ ଜଣାଶୁଣା ସେଠାକାର ଉତ୍ସବ ବାସ୍ତବରେ ଆମ ସମାଜର ଏକତା ସାଂସ୍କୃତିକ ଜୀବନ୍ତତାର ଭାବନାର ପ୍ରତିଫଳନ ସମସ୍ତଙ୍କ ଖୁସି ଏବଂ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲି ।”

“ଉତ୍ସବର କିଛି ଝଲକ, “ଦିଲ୍ଲୀର ଏକ ସ୍ମରଣୀୟ ଦୁର୍ଗାପୂଜାର କିଛି ଝଲକ! ଚତୁର୍ଦ୍ଦିଗରେ ଆନନ୍ଦ ସମୃଦ୍ଧି ଭରିଉଠୁ....”

 SR


(Release ID: 2173464) Visitor Counter : 4