ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମାବେଶୀ ବିକାଶର ପଥେ: ଜିଏସଟି ସଂସ୍କାରକୁ ଉଦ୍ଧୃତ କରିଥିବା ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 SEP 2025 4:51PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବସ୍ତୁ ଏବଂ ସେବାକର (ଜିଏସଟି) ସରଳୀକରଣ ଏବଂ ନାଗରିକଙ୍କୁ ପ୍ରାଧାନ୍ୟ ଦେଉଥିବା ମୌଳିକ ଭିତ୍ତିଭୂମି ବିକାଶର ପରିବର୍ତ୍ତନକାରୀ ପ୍ରଭାବ ସମ୍ପର୍କରେ ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି

ଏକ୍ସରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଜିଏସଟି ସରଳୀକରଣ ଏବଂ ନାଗରିକଙ୍କୁ ପ୍ରାଧାନ୍ୟ ଦେଉଥିବା ମୌଳିକ ଭିତ୍ତିଭୂମି ଉପାୟ ଅନୁଶାସନ ଯୋଜନା, ପର୍ଯ୍ୟାୟକ୍ରମ ଉପରେ ଧ୍ୟାନ ଏବଂ ପ୍ରତ୍ୟେକ ନାଗରିକଙ୍କ ପର୍ଯ୍ୟନ୍ତ ଲାଭ ପହଞ୍ଚାଇବାର ପ୍ରତିବଦ୍ଧତା ପ୍ରଦର୍ଶିତ କରୁଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ @HardeepSPuri ଙ୍କର ଏହି ପ୍ରବନ୍ଧକୁ ଅବଶ୍ୟକ ପଢ଼ନ୍ତୁ

SR


(ରିଲିଜ ଆଡି: 2172287) ପରିଦର୍ଶକ କାଉଣ୍ଟର : 44