ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭୁଟାନ ଭାରତର ଏକ ଅତ୍ୟନ୍ତ ନିବିଡ ବନ୍ଧୁ ଏବଂ ଆଗାମୀ ସମୟରେ ଆମର ସହଯୋଗ ଆହୁରି ଉନ୍ନତ ହେବ: ପ୍ରଧାନମନ୍ତ୍ରୀ

प्रविष्टि तिथि: 21 OCT 2024 7:27PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ପ୍ରଧାନମନ୍ତ୍ରୀ ତ୍ଶେରିଂ ଟୋବଗେଙ୍କୁ ଭେଟିଛନ୍ତି ଏବଂ କହିଛନ୍ତି ଯେ ଭୁଟାନ ଭାରତର ଏକ ଅତ୍ୟନ୍ତ ନିବିଡ  ବନ୍ଧୁ।

 

ଭୁଟାନ ପ୍ରଧାନମନ୍ତ୍ରୀଙ୍କ  Xର ଏକ ପୋଷ୍ଟର ଉତ୍ତରରେ  ଶ୍ରୀ ମୋଦୀ ଲେଖିଛନ୍ତି:

 

"ଆଜି ସକାଳେ ଦିଲ୍ଲୀରେ ଆପଣଙ୍କୁ ଭେଟି ଖୁସି ହେଲି, ପ୍ରଧାନମନ୍ତ୍ରୀ ତ୍ଶେରିଂ ଟୋବଗେ। ଭୁଟାନ ଭାରତର ଏକ ଅତ୍ୟନ୍ତ ନିବିଡ  ବନ୍ଧୁ ଏବଂ ଆଗାମୀ ସମୟରେ ଆମର ସହଯୋଗ ଆହୁରି ଉନ୍ନତ ହେବ।"


(रिलीज़ आईडी: 2170600) आगंतुक पटल : 27
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Bengali , Assamese , Assamese , Manipuri , Punjabi , Gujarati , Tamil , Kannada , Malayalam