ପୋଷ୍ଟ କରାଯିବା ଦିନାଙ୍କ:
30 OCT 2024 9:02PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର କେଭାଡିଆରେ ପ୍ରମୁଖ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି। ଏହି ବିକାଶମୂଳକ କାର୍ଯ୍ୟଗୁଡ଼ିକ କେଭାଡିଆରେ ସୁବିଧାଗୁଡ଼ିକୁ ଆହୁରି ଉନ୍ନତ କରିବ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି :
"କେଭାଡିଆରେ ପ୍ରମୁଖ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ଯାହା ସେଠାକାର ସୁବିଧାଗୁଡ଼ିକୁ ଆହୁରି ଉନ୍ନତ କରିବ।"
*****
MT