ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ମହାକାଶ ଜଗତରେ ଉଲ୍ଲେଖନୀୟ ଅଗ୍ରଗତି କରିଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2024 12:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକାଶ ଜଗତରେ ଭାରତ ଦ୍ୱାରା ନିଆଯାଇଥିବା ଉଲ୍ଲେଖନୀୟ ଅଗ୍ରଗତି ଉପରେ ଆଲୋକପାତ କରିଛନ୍ତି।

 

MyGovIndia ଦ୍ୱାରା ଏକ୍ସ ରେ ଏକ ଥ୍ରେଡ୍ ପୁନଃପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

 

"ଭାରତ ମହାକାଶ ଜଗତରେ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି ଥ୍ରେଡ୍ ଏହାର ଏକ ଝଲକ ପ୍ରଦାନ କରେ..."

 

*****

MT


(ରିଲିଜ ଆଡି: 2169494) ପରିଦର୍ଶକ କାଉଣ୍ଟର : 22