ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ୟାରିସ୍ ଅଲିମ୍ପିକ୍ସ: ପ୍ରଧାନମନ୍ତ୍ରୀ ଭାରତୀୟ ଦଳକୁ ଶୁଭ କାମନା ଜଣାଇଛନ୍ତି

प्रविष्टि तिथि: 26 JUL 2024 10:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରତ୍ୟେକ କ୍ରୀଡ଼ାବିତଙ୍କୁ ଭାରତର ଗର୍ବ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିବା ଏହି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର 33ତମ ସଂସ୍କରଣରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:

"#ପ୍ୟାରିସ୍ Olympics ଆରମ୍ଭ ହେଉଛି। ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳକୁ ମୋର ଶୁଭେଚ୍ଛା ପ୍ରତ୍ୟେକ ଖେଳାଳି ଭାରତର ଗର୍ବ। ସେମାନେ ସମସ୍ତ ଖେଳାଳି ପ୍ୟାରିସର ଖେଳରେ ଭଲ ପ୍ରଦର୍ଶନ ପାଇଁ କାମନା କରୁଛି। ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଦ୍ୱାରା ଆମକୁ ପ୍ରେରଣା ଦେଇ କ୍ରୀଡ଼ାବିତ୍ ର ପ୍ରକୃତ ଉତ୍ସାହକୁ ଏକ ମୂର୍ତ୍ତି ସଦୃଶ| #Paris2024

****

NS/SLP

 


(रिलीज़ आईडी: 2169402) आगंतुक पटल : 14
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam