ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ ଡି ଦେବଗୌଡ଼ାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 25 JUL 2024 8:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର 7, ଲୋକ କଲ୍ୟାଣ ମାର୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ. ଡି. ଦେବଗୌଡ଼ାଙ୍କୁ ଭେଟିଛନ୍ତି

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"7, ଲୋକ କଲ୍ୟାଣ ମାର୍ଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଏଚ. ଡି. ଦେବଗୌଡ଼ା ଜୀଙ୍କୁ ଭେଟିବା ଏକ ସମ୍ମାନର ବିଷୟ ଥିଲା ବିଭିନ୍ନ ବିଷୟ ଉପରେ ତାଙ୍କର ଜ୍ଞାନ ଏବଂ ଦୃଷ୍ଟିକୋଣ ଅତ୍ୟନ୍ତ ମୂଲ୍ୟବାନ । ସେ ମୋତେ ଦେଇଥିବା କଳାକୃତି ପାଇଁ ମଧ୍ୟ ମୁଁ କୃତଜ୍ଞ, ଯାହା ମୋ ମନକୁ କନ୍ୟାକୁମାରୀକୁ ମୋର ସାମ୍ପ୍ରତିକ ଗସ୍ତକୁ ସ୍ମରଣ କରାଇ ପାରିଛି

****

NS/SLP


(रिलीज़ आईडी: 2169400) आगंतुक पटल : 13
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam