ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଭିନବ ବିନ୍ଦ୍ରାଙ୍କୁ ସମ୍ମାନଜନକ ଅଲିମ୍ପିକ୍ ଅର୍ଡର ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
24 JUL 2024 11:19PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଲିମ୍ପିକ୍ ଅର୍ଡର ପୁରସ୍କାର ପାଇଁ ଆଥଲେଟ୍ ଅଭିନବ ବିନ୍ଦ୍ରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କ୍ରୀଡ଼ା ଏବଂ ଅଲିମ୍ପିକ୍ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ପାଇଁ 2008 ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରି କହିଛନ୍ତି;
" ପ୍ରତ୍ୟେକ ଭାରତୀୟ ଏହାକୁ ନେଇ ଗର୍ବିତ ଯେ @Abhinav_Bindra ଙ୍କୁ ଅଲିମ୍ପିକ୍ ଅର୍ଡରରେ ସମ୍ମାନୀତ କରାଯାଇଛି । ତାଙ୍କୁ ଅଭିନନ୍ଦନ ଜଣାଉଛି ଜଣେ ଆଥଲେଟ୍ ହୁଅନ୍ତୁ କିମ୍ବା ଉଦୀୟମାନ କ୍ରୀଡ଼ାବିତଙ୍କ ପରାମର୍ଶଦାତା, ସେ କ୍ରୀଡ଼ା ଏବଂ ଅଲିମ୍ପିକ୍ ଆନ୍ଦୋଳନରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି।
*****
NS/SLP
(ରିଲିଜ ଆଡି: 2169399)
ପରିଦର୍ଶକ କାଉଣ୍ଟର : 34
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Hindi_MP
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam