ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱାମୀ ବିବେକାନନ୍ଦଙ୍କ ୧୩୨ତମ ବାର୍ଷିକୀରେଚିକାଗୋ ଅଭିଭାଷଣକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
प्रविष्टि तिथि:
11 SEP 2024 11:06AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୮୯୩ ମସିହାରେ ଆମେରିକାର ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଦିଆଯାଇଥିବା ପ୍ରସିଦ୍ଧ ଭାଷଣକୁ ବ୍ୟକ୍ତ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ବିବେକାନନ୍ଦ ଭାରତର ଏକତା, ଶାନ୍ତି ଏବଂ ଭ୍ରାତୃତ୍ୱର ପୁରୁଣା ବାର୍ତ୍ତା ପ୍ରଦାନ କରିଥିଲେ,
ଯାହା ପିଢ଼ି ରୁ ପିଢ଼ିକୁ ପ୍ରେରଣା ଦେଇ ଆସୁଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :
"୧୮୯୩ ମସିହାରେ ଏହି ଦିନରେ, ସ୍ୱାମୀ ବିବେକାନନ୍ଦ ଚିକାଗୋରେ ତାଙ୍କର ପ୍ରସିଦ୍ଧ ଭାଷଣ ଦେଇଥିଲେ। ସେ, ଭାରତର ପୁରାତନ ସନ୍ଦେଶ—ଏକତା, ସମାଧାନ ଏବଂ ଭାଇଚାରା—କୁ ସାରା ବିଶ୍ୱର ସମ୍ମୁଖରେ ପରିଚୟ କରାଇଥିଲେ।
ତାଙ୍କର ବାଣୀ ପିଢ଼ି ରୁ ପିଢିକୁ ପ୍ରେରଣା ଦେଇ ଚାଲିଛି, ଯାହା ଆମକୁ ଏକତା ଏବଂ ସଦ୍ଭାବର ଶକ୍ତିକୁ ସ୍ମରଣ କରାଇଥାଏ।‘’
*****
MT
(रिलीज़ आईडी: 2169338)
आगंतुक पटल : 14
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali-TR
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam