ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗତ ଦଶନ୍ଧିରେ ଡିଜିଟାଲ ପରିବର୍ତ୍ତନ ଉପରେ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 15 SEP 2025 1:46PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଗତ ଦଶନ୍ଧିରେ ଭାରତର ଡିଜିଟାଲ ପରିବର୍ତ୍ତନକୁ ଉଲ୍ଲେଖ କରି ଏକ ଲେଖା ଶେୟାର କରିଛନ୍ତି

କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜିତ ସିଂହଙ୍କ ଏକ୍ସରେ ଏକ ପୋଷ୍ଟରେ ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହି ଆଲେଖ୍ୟରେ ରାଜ୍ୟମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ ଗତ ଏକ ଦଶନ୍ଧିରେ ଜିଏଏମ୍ ଟ୍ରିନିଟି, ୟୁପିଆଇ, ଜିଇଏମ୍‌,-ଏନ୍ଏମଏମ୍ ଏବଂ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ ଭାରତର ଡିଜିଟାଲ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତର ଡିଜିଟାଲ ଦଶନ୍ଧି କେବଳ ପ୍ରଯୁକ୍ତିବିଦ୍ୟା ବିଷୟରେ ନୁହେଁ ବରଂ ପରିବର୍ତ୍ତନ ବିଷୟରେ ମଧ୍ୟ ଏବଂ ଏହି କାହାଣୀ ଏବେ ଆରମ୍ଭ ହୋଇଛି

https://www.livemint.com/opinion/columns/indias-digital-revolution-a-decade-of-transformation-and-the-road-ahead-11757872803176.html

ନମୋ ଆପ ମାଧ୍ୟମରେ

 

SR


(रिलीज़ आईडी: 2166961) आगंतुक पटल : 19
इस विज्ञप्ति को इन भाषाओं में पढ़ें: Punjabi , English , Urdu , Marathi , हिन्दी , Bengali , Bengali-TR , Manipuri , Assamese , Gujarati , Tamil , Telugu , Kannada , Malayalam