ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ପ୍ରତି ଆସ୍ଥା ପ୍ରକାଶ କରିଥିବାରୁ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2025 1:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲରେନ୍ସ ୱଙ୍ଗଙ୍କୁ ଭାରତ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ, ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ଯାତ୍ରାରେ ସିଙ୍ଗାପୁର ଏକ ମୂଲ୍ୟବାନ ସହଯୋଗୀ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

ଭାରତ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ ୱଙ୍ଗ, ଆପଣଙ୍କୁ ଧନ୍ୟବାଦ !

ଏକ ବିକଶିତ ଭାରତ ନିର୍ମାଣ ଦିଗରେ ଆମର ଯାତ୍ରାରେ ସିଙ୍ଗାପୁର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଆମେ ଉନ୍ନତ ଉତ୍ପାଦନ, ଦକ୍ଷତା ଏବଂ ଡିଜିଟାଲ ଫ୍ରେମୱାର୍କ ଉପରେ ଧ୍ୟାନ ଦେବା ସହ ଆମର ବ୍ୟାପକ ରଣନୈତିକ ସହଭାଗୀତା ପାଇଁ ରୋଡମ୍ୟାପର ଦ୍ରୁତ କାର୍ଯ୍ୟାନ୍ୱୟନ ନିମନ୍ତେ ପ୍ରତିବଦ୍ଧ।

@LawrenceWongST

 

SR


(ରିଲିଜ ଆଡି: 2165533) ପରିଦର୍ଶକ କାଉଣ୍ଟର : 22