ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବନ୍ୟା-ଭୂସ୍ଖଳନ ପରିସ୍ଥିତି ସମୀକ୍ଷା ପାଇଁ ହିମାଚଳ ଏବଂ ପଞ୍ଜାବ ଗସ୍ତରେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 SEP 2025 10:45AM by PIB Bhubaneswar

ବନ୍ୟା ଏବଂ ଭୂସ୍ଖଳନ ପରିପ୍ରେକ୍ଷୀରେ ପରିସ୍ଥିତି ସମୀକ୍ଷା କରିବା ପାଇଁ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ଏବଂ ପଞ୍ଜାବ ଗସ୍ତ କରିଛନ୍ତି । ସେ ରିଲିଫ ଏବଂ ପୁନର୍ବାସ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃପ୍ରକାଶ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;

“ବନ୍ୟା ଏବଂ ଭୂସ୍ଖଳନ ପରିପ୍ରେକ୍ଷୀରେ ପରିସ୍ଥିତିର ସମୀକ୍ଷା କରିବା ପାଇଁ ହିମାଚଳ ପ୍ରଦେଶ ଏବଂ ପଞ୍ଜାବକୁ ଯାଉଛି । ଏହି ଦୁଃଖଦ ସମୟରେ ଭାରତ ସରକାର ପ୍ରଭାବିତ ଲୋକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛି ।”

 

SR


(ରିଲିଜ ଆଡି: 2164990) ପରିଦର୍ଶକ କାଉଣ୍ଟର : 37