ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପରିବର୍ତ୍ତନଶୀଳ ସେମିକଣ୍ଡକ୍ଟର ଯାତ୍ରା ଉପରେ ଆଲେଖ୍ୟ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2025 12:24PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଯେଉଁଥିରେ ଭାରତର ପରିବର୍ତ୍ତନକାରୀ ସେମିକଣ୍ଡକ୍ଟର ଯାତ୍ରା ଉପରେ ଆଲୋକପାତ କରାଯାଇଛି ସେଥିରେ ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୫ ଏହି ପଥର ଗତିଶୀଳତାର ପ୍ରତୀକ ବୋଲି କୁହାଯାଇଛି

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପରିବର୍ତ୍ତନଶୀଳ ସେମିକଣ୍ଡକ୍ଟର ଯାତ୍ରା ଉପରେ ଲେଖିଛନ୍ତି ଏଥିସହ ସେମିକନ୍ ଇଣ୍ଡିଆ ସମ୍ମିଳନୀ ୨୦୨୫” ଏହି ପଥର ଗତିଶୀଳତାର ପ୍ରତୀକ ବୋଲି ସେ କହିଛନ୍ତି

ସେ ଆହୁରିମଧ୍ୟ କହିଛନ୍ତି ଯେ, ଆଗାମୀ ଦଶନ୍ଧିରେ, ଭାରତର ସେମିକଣ୍ଡକ୍ଟର ୟୁନିଟଗୁଡିକ ପରିମାଣ ଏବଂ ପରିପକ୍ୱତା ହାସଲ କରିବା ସହିତ, ଦେଶ ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ପାଇଁ ଏକ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି

 

SR


(ରିଲିଜ ଆଡି: 2163404) ପରିଦର୍ଶକ କାଉଣ୍ଟର : 17