ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବସ୍ତରର ବିଦ୍ରୋହରୁ ସମନ୍ୱୟ ପର୍ଯ୍ୟନ୍ତ ଯାତ୍ରା ଉପରେ ଏକ ଲେଖା ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ, ଯାହା ଲୋକ-କୈନ୍ଦ୍ରିକ ଶାସନର ଶକ୍ତିକୁ ପ୍ରତିଫଳିତ କରେ
प्रविष्टि तिथि:
26 MAY 2025 3:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇଙ୍କ ଏକ ଲେଖା ସେୟାର କରିଛନ୍ତି, ଯେଉଁଥିରେ ବସ୍ତରର ବିଦ୍ରୋହରୁ ସମନ୍ୱୟ ପର୍ଯ୍ୟନ୍ତ ଯାତ୍ରା ବିଷୟରେ ବର୍ଣ୍ଣନା କରାଯାଇଛି, ଯାହା ଲୋକ-କୈନ୍ଦ୍ରିକ ଶାସନର ଶକ୍ତିକୁ ପ୍ରତିଫଳିତ କରେ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡେଲ X ରେ CMO ଛତିଶଗଡଙ୍କ ଏକ ପୋଷ୍ଟ ର ଉତ୍ତର ଦେଇ ଲେଖାଯାଇଛି :
"ବସ୍ତରର ବିଦ୍ରୋହରୁ ସମନ୍ୱୟ ପର୍ଯ୍ୟନ୍ତ ଯାତ୍ରା ଲୋକ-କୈନ୍ଦ୍ରିକ ଶାସନର ଶକ୍ତିକୁ ପ୍ରତିଫଳିତ କରେ । ମୁଖ୍ୟମନ୍ତ୍ରୀ ଶ୍ରୀ @vishnudsai କିପରି ଆଦିବାସୀ କଲ୍ୟାଣ, ସୁରକ୍ଷା ଏବଂ ବିକାଶ ଛତିଶଗଡ଼ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି, ତାହା ସେୟାର କରିଛନ୍ତି । ନିଶ୍ଚୟ ପଢିବା ଉଚିତ!"
*****
MT
(रिलीज़ आईडी: 2160024)
आगंतुक पटल : 18
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam