ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜନଔଷଧି ଦିବସରେ ସହଜଲବ୍ଧ ସ୍ୱାସ୍ଥ୍ୟସେବା ପାଇଁ ପ୍ରତିବଦ୍ଧତା ଦୋହରାଇଲେ

प्रविष्टि तिथि: 07 MAR 2025 12:20PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନଔଷଧି ଦିବସ ଅବସରରେ ସମସ୍ତ ନାଗରିକଙ୍କୁ ଉଚ୍ଚ ଗୁଣମାନର ଶସ୍ତା ଔଷଧ ଉପଲବ୍ଧ କରାଇବା ତଥା ସୁସ୍ଥ ଏବଂ ଫିଟ ଭାରତ ସୁନିଶ୍ଚିତ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଲେ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;

“# ଜନଔଷଧି ଦିବସ ଲୋକଙ୍କୁ ଉଚ୍ଚ ଗୁଣମାନର ଏବଂ ଶସ୍ତା ଔଷଧ ଉପଲବ୍ଧ କରାଇବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି, ଯାହାକି ଏକ ସୁସ୍ଥ ଓ ଫିଟ ଭାରତ ଗଠନ କରୁଛି । ଏହି ଥ୍ରେଡରେ ଏହି ଦିଗରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ଏକ ଝଲକ ସ୍ଥାନ ପାଇଛି...”

SR


(रिलीज़ आईडी: 2159380) आगंतुक पटल : 26
इस विज्ञप्ति को इन भाषाओं में पढ़ें: Assamese , English , Urdu , Marathi , हिन्दी , Nepali , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam