ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ନେଇ ପ୍ରଧାନମନ୍ତ୍ରୀ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି
Posted On:
09 MAR 2025 10:10PM by PIB Bhubaneshwar
09 .03. 2025 : ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭି କରିଥିବାରୁ ଭାରତୀୟ କ୍ରିକେଟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି :
"ଏକ ଅସାଧାରଣ ଖେଳ ଏବଂ ଏକ ଅସାଧାରଣ ଫଳାଫଳ !
ଆଇସିସି ଚାମ୍ପିଅନ୍ସ ଟ୍ରଫି ଘରକୁ ଆଣିଥିବାରୁ ଆମ କ୍ରିକେଟ ଦଳ ପାଇଁ ଗର୍ବିତ। ସେମାନେ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ଭାବରେ ଖେଳିଛନ୍ତି। ଚମତ୍କାର ପ୍ରଦର୍ଶନ ପାଇଁ ଆମ ଦଳକୁ ଅଭିନନ୍ଦନ।"
***
SSP
(Release ID: 2159254)
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam